ମେଗ୍ ହ୍ୱିଟ୍ମେନ୍
"ହେୱଲେଟ୍ ପାକା୍ର୍ଡ଼ ଉଦ୍ୟୋଗ" ର ସଭାପତି,ଏହା ସହିତ ସେ Hp.inc ର ଅଧ୍ୟକ୍ଷ / From Wikipedia, the free encyclopedia
ମାରଗ୍ରେଟ କୁସିଙ୍ଗ "ମେଗ"ହ୍ୱିଟ୍ମେନ୍(ଜନ୍ମ ଅଗଷ୍ଟ ୪,୧୯୫୬) ହେଉଛନ୍ତି ଜଣେ ଆମେରିକୀୟ ବ୍ୟାପାର ଶାସକ,ଜଣେ ରାଜନୀତି ଉପଦେଶକାରୀ ଓ ଜଣେ ଡୋନର। ହ୍ୱିଟ୍ମେନ୍ ଏବେ "ହେୱଲେଟ୍ ପାକା୍ର୍ଡ଼ ଉଦ୍ୟୋଗ"ର ସଭାପତି,ଏହା ସହିତ ସେ Hp.incର ଅଧ୍ୟକ୍ଷ। ହ୍ୱିଟ୍ମେନ୍ ନିୟୁୱର୍କସ୍ଥିତ coldspring ହାରବର୍ର ଅଧିବାସୀ। ସେ ହାୱାର୍ଡ ବ୍ୟବସାୟ ମହାବିଦ୍ୟାଳୟ ଓ ନିଉଜର୍ସିସ୍ଥିତ ପ୍ରିନ୍ସଟନ୍ ମହାବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି।ହ୍ୱିଟ୍ମେନ୍ ୧୯୮୦ରେ the Walt Disney companyରେ ସାସନାଧିକାରୀ ରୂପେ କାମ କରୁଥିଲେ,ଓ ସେ ସେଠାରେ ଯୋଜନା ଓ କୌଶଳ ବିଭାଗର ଉପ ସଭାପତି ଥିଲେ। ୧୯୯୦ରେ ହ୍ୱିଟ୍ମେନ୍ DreamWorks,ହାଶବ୍ରୋ,ଓ "ପ୍ରୋକ୍ଟର ଆଣ୍ଡ ଗେମ୍ବଲ୍" କମ୍ପନୀରେ ଅଧକ୍ଷ ରୂପେ କାମ କରୁଥିଲେ।