ଅରୁଣାଚଳ ପ୍ରଦେଶ
From Wikipedia, the free encyclopedia
[[Category:Lua error in package.lua at line 80: module 'Module:Pagetype/setindex' not found. with short description]]
Quick Facts ଅରୁଣାଚଳ ପ୍ରଦେଶ, ଦେଶ ...
ଅରୁଣାଚଳ ପ୍ରଦେଶ | |
---|---|
Arunachal Pradesh | |
ଦେଶ | ଭାରତ |
ଅଞ୍ଚଳ | ଉତ୍ତରପୂର୍ବ ଭାରତ |
ସ୍ଥାପନ | ୨୦ ଫେବୃଆରୀ ୧୯୮୭ |
ରାଜଧାନୀ | ଇଟାନଗର |
ସର୍ବବୃହତ ସହର | ଇଟାନଗର |
ଜିଲ୍ଲା | ୨୦ |
Government | |
• Body | ଅରୁଣାଚଳ ପ୍ରଦେଶ ସରକାର |
• ରାଜ୍ୟପାଳ | ଜ୍ୟୋତି ପ୍ରସାଦ ରାଜଖୋୱା |
• ମୁଖ୍ୟମନ୍ତ୍ରୀ | ପେମା ଖାଣ୍ଡୁ [1] |
• ଏକ ନ୍ୟାୟପାଳିକା | ଏକ ନ୍ୟାୟପାଳିକା (୬୦ ଆସନ) |
• ସଂସଦୀୟ ନିର୍ବାଚନ ମଣ୍ଡଳୀ | ରାଜ୍ୟ ସଭା ୧ ଲୋକ ସଭା ୨ |
• ଉଚ୍ଚ ନ୍ୟାୟାଳୟ | ଗୌହାଟୀ ଉଚ୍ଚ ନ୍ୟାୟାଳୟ |
Area | |
• ସମୁଦାୟ | 83,743 km2 (32,333 sq mi) |
• Rank | ପଞ୍ଚଦଶ (୧୫ଶ) |
Population (୨୦୧୧) | |
• Total | ୧୩,୮୨,୬୧୧ |
• Rank | ୨୭ତମ |
• Density | 17/km2 (43/sq mi) |
Time zone | UTC+୦୫.୩୦ (IST) |
ISO 3166 code | IN-AR |
HDI | 0.617 (medium) |
HDI କ୍ରମାଙ୍କ | ୧୮ଶ (୨୦୦୫) |
ସାକ୍ଷରତା | 66.95% |
Website | arunachalpradesh |
Close
ଅରୁଣାଚଳ ପ୍ରଦେଶ, (ଅରୁଣ ବା ସକାଳର କିରଣଦ୍ୱାରା ପ୍ରକାଶିତ ପର୍ବତର ଦେଶ), ଭାରତର ଉତ୍ତରପୂର୍ବରେସ୍ଥିତ ଏକ ରାଜ୍ଯ ଅଟେ । ଏହାର ଦକ୍ଷିଣ ଦିଗରେ ଆସାମ ଓ ନାଗାଲାଣ୍ଡ ଅବସ୍ଥିତ । ଏହା ପଶ୍ଚିମରେ ଭୂଟାନ ଏବଂ ପୂର୍ବରେ ବ୍ରହ୍ମଦେଶ ସହ ଅନ୍ତର୍ରାଷ୍ଟ୍ରୀୟ ସୀମା ବଣ୍ଟନ କରିଛି, ଏବଂ ଉତ୍ତରରେ ଚୀନ ସହ ମ୍ୟାକମୋହନ ରେଖାଦ୍ୱାରା ଏକ ବିବାଦିତ ସୀମା ନିର୍ଦ୍ଧାରଣ କରୁଅଛି । ଏହା ଚୀନର ତିବ୍ବତ ସହ ୧୧୨୯ କିମିର ଏକ ସୀମା ନିର୍ଦ୍ଧାରଣ କରୁଅଛି ।