ଅଶୋକ ଚକ୍ର
ଭାରତୀୟ ଜାତୀୟ ପତାକାରେ ଥିବା ଚକ୍ର / From Wikipedia, the free encyclopedia
ଅଶୋକ ଚକ୍ର ଧର୍ମଚକ୍ରର ୨୪ଗୋଟି ଦଣ୍ଡର ଚିତ୍ରଣ । ଅଶୋକଙ୍କ ପ୍ରଦତ୍ତ ଅଧ୍ୟାଦେଶ ସଂଖ୍ୟା ମଧ୍ୟ ଚବିଶ ହୋଇଥିବାରୁ ଚକ୍ରଟିର ନାମ ଅଶୋକ ଚକ୍ର ଦିଆଯାଇଛି । ଭାରତୀୟ ଜାତୀୟ ପତାକାର ମଧ୍ୟଭାଗରେ ଅଛି ମାତ୍ର ସ୍ୱାଧୀନତାପୂର୍ବରୁ ସେ ସ୍ଥାନରେ ଚରଖାର ଚିତ୍ର ଥିଲା ।