ଆଡାମ ଗିଲଖ୍ରୀଷ୍ଟ
From Wikipedia, the free encyclopedia
ଛାଞ୍ଚ:Use Australian English
ବ୍ୟକ୍ତିଗତ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
ନାମ | Adam Craig Gilchrist | |||||||||||||||||||||||||||||||||||||||||||||||||||||||||||||||||
ଜନ୍ମ | (1971-11-14) ୧୪ ନଭେମ୍ବର ୧୯୭୧ (ବୟସ ୫୨) Bellingen, New South Wales, Australia | |||||||||||||||||||||||||||||||||||||||||||||||||||||||||||||||||
ଡାକ ନାମ | Gilly, Churchy | |||||||||||||||||||||||||||||||||||||||||||||||||||||||||||||||||
ଉଚ୍ଚତା | 187 cm (6 ft 2 in) | |||||||||||||||||||||||||||||||||||||||||||||||||||||||||||||||||
ବ୍ୟାଟିଂ ପ୍ରକାର | Left Hand | |||||||||||||||||||||||||||||||||||||||||||||||||||||||||||||||||
ବୋଲିଂ ପ୍ରକାର | Right-arm off break | |||||||||||||||||||||||||||||||||||||||||||||||||||||||||||||||||
ଭୂମିକା | Wicket-keeper-batsman | |||||||||||||||||||||||||||||||||||||||||||||||||||||||||||||||||
ଅନ୍ତର୍ଜାତୀୟ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
National side |
| |||||||||||||||||||||||||||||||||||||||||||||||||||||||||||||||||
ପ୍ରଥମ ଟେଷ୍ଟ (cap 381) | 5 November 1999 v Pakistan | |||||||||||||||||||||||||||||||||||||||||||||||||||||||||||||||||
ଶେଷ ଟେଷ୍ଟ | 24 January 2008 v India | |||||||||||||||||||||||||||||||||||||||||||||||||||||||||||||||||
ପ୍ରଥମ ଦିନିକିଆ (cap 129) | 25 October 1996 v South Africa | |||||||||||||||||||||||||||||||||||||||||||||||||||||||||||||||||
ଶେଷ ଦିନିକିଆ | 4 March 2008 v India | |||||||||||||||||||||||||||||||||||||||||||||||||||||||||||||||||
ଦିନିକିଆ ଜାମା ନମ୍ବର | 12, 18 | |||||||||||||||||||||||||||||||||||||||||||||||||||||||||||||||||
ଘରୋଇ ଦଳ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
Years | Team | |||||||||||||||||||||||||||||||||||||||||||||||||||||||||||||||||
1992–1994 | New South Wales | |||||||||||||||||||||||||||||||||||||||||||||||||||||||||||||||||
1994–2008 | Western Australia | |||||||||||||||||||||||||||||||||||||||||||||||||||||||||||||||||
2008–2010 | Deccan Chargers | |||||||||||||||||||||||||||||||||||||||||||||||||||||||||||||||||
2010 | Middlesex | |||||||||||||||||||||||||||||||||||||||||||||||||||||||||||||||||
2011–2013 | Kings XI Punjab | |||||||||||||||||||||||||||||||||||||||||||||||||||||||||||||||||
Career statistics | ||||||||||||||||||||||||||||||||||||||||||||||||||||||||||||||||||
| ||||||||||||||||||||||||||||||||||||||||||||||||||||||||||||||||||
Source: CricketArchive, 4 December 2013 |
ଆଦାମ କ୍ରେଗ ଗିଲଖ୍ରୀଷ୍ଟ ବିଶ୍ୱର ଅନ୍ନ୍ୟତମ ସର୍ବକାଳିନ ଶ୍ରେଷ୍ଠ ୱିକେଟ କିପର-ବେଟସ ମେନର ମାନ୍ୟତା ପାଇ ଆସୁଛନ୍ତି । ଗିଲ୍ଲୀ ବା ଚର୍ଚି ନାମରେ ମଧ୍ୟ ଜଣା ଶୁଣା ଗିଲଖ୍ରୀଷ୍ଟ ଅଷ୍ଟ୍ରେଲିଆର ଜଣେ କ୍ରିକେଟର । ସେ ଜଣେ ବିସ୍ଫୋରକ ବେଟସମେନ ହେଇଥିବା ସହ ଏକଦା ଏକଦିବସୀୟରେ ବିଶ୍ୱରେ ସର୍ବାଧିକ କେଚ ନେଇଥିବା ୱିକେଟ କିପର ମଧ୍ୟ । ସେ ପ୍ରଥମ କ୍ରିକେଟ ଖେଳାଳି ଭାବେ ଟେଷ୍ଟ କ୍ରିକେଟରେ ୧୦୦ଟି ଛକା ମାରିଥିବାର ଗୌରବର ଅଧିକାରୀ । ଟେଷ୍ଟରେ ତାଙ୍କର ୧୭ଟି ଆଉ ଏକଦିବସୀୟରେ ୧୬ଟି ଶତକ ଅଛି । କେବଳ ଶ୍ରୀଲଙ୍କାର ୱିକେଟ କିପର ସଙ୍ଗାକାରା ତାଙ୍କଠୁ ବେଶୀ ଶତକ ଓ ରନ କରିଛନ୍ତି , ଜଣେ ୱିକେଟ କିପର ହିସାବରେ । କ୍ରମାଗତ ୩ଟି ବିଶ୍ୱ କପ ଫାଇନାଲ ( ୧୯୯୯, ୨୦୦୩ ଓ ୨୦୦୭ )ରେ ସେ ୫୦ରୁ ବେଶୀ ରନକରିବାର ବିରଳ କୃତି ହାସଲ କରିଥିଲେ ।
୨୦୦୭ ବିଶ୍ୱ କପ ଫାଇନାଲରେ ଶ୍ରୀଲଙ୍କା ବିରୁଦ୍ଧରେ କରିଥିବା ୧୪୯ ରନ ଯାହା ମାତ୍ର ୧୦୪ ବଳରେ କରିଥିଲେ , ତାହା ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ବୋଲି କୁହା ଯାଏ । IPLରେ ମଧ୍ୟ ଗିଲଖ୍ରୀଷ୍ଟ ଚମତ୍କାର ପ୍ରଦର୍ଶନ କରି ପ୍ରଥମ ଖେଳାଳି ଭାବେ ୧୦୦୦ ରନ ପୂରଣ କରିଥିଲେ ।
ଗିଲଖ୍ରୀଷ୍ଟ ଅଷ୍ଟ୍ରେଲିଆ ପାଇଁ ୯୬ଟି ଟେଷ୍ଟ ସହ ୨୭୦ଟି ଏକଦିବସୀୟ ଖେଳିଥିଲେ । .ମାର୍ଚ , ୨୦୦୮ରେ ସେ ଅନ୍ତର୍ଜାତିକ କ୍ରିକେଟରୁ ସନ୍ନ୍ୟାସ ନେଇଥିଲେ । ତେବେ ସେ IPL ଓ କାରିବିଆନ ଲିଗରେ ତାଙ୍କର ଖେଳ ଜାରି ରଖିଥିଲେ ।