ଆତ୍ସୁତା ଶାଳ
From Wikipedia, the free encyclopedia
ଆତ୍ସୁତା ଶାଳ ବା ଆତ୍ସୁତା ଜିଙ୍ଗୁ (熱田神宮) ହେଉଛି ସମ୍ରାଟ କେଏକୋଙ୍କ ରାଜୁତି କାଳରେ ଆଇଚି ରାଜ୍ଯ ନାଗୋୟାର ଆତ୍ସୁତା ସାହିରେ ତିଆରି କରାଯାଇ ଥିବା ଏକ ଶିଣ୍ଟୋଶାଳ ।[1] ଏହି ଶାଳକୁ ସମ୍ମାନର ସହ ଆତ୍ସୁତା ସାମା ବା ମିଆ ବୋଲି କୁହାଯାଏ । ଏହାକୁ ଇଶେ ମହାଶାଳ ସହ ତୁଳନା କରାଯାଏ ।[2]
Quick Facts ଆତ୍ସୁତା ଶାଳ 熱田神宮, Religion ...
ଆତ୍ସୁତା ଶାଳ 熱田神宮 | |
---|---|
Religion | |
ଅନୁବନ୍ଧଗୁଡ଼ିକ | Shinto |
ଦେବାଦେବୀ | ଆତ୍ସୁତାନୋ ଓକାମି ଆମାତେରାଶୁ ସୁସାନୋ ୟାମାତୋତାକେରୁ ମିଆସୁହିମେ ତାକେନାଦାନେ |
ପର୍ବ | ଆତ୍ସୁତା ସାଇ; ୫ ଜୁନ |
Type | ଚୋକୁସାଇଶା ବେପ୍ପ୍ଯୋ ଜିଞ୍ଜା, ଶିକିନାଇସ୍ଯା ଓୱାରୀନୋ କୁନି ସାନ୍ନୋମିୟା (ପୂର୍ବର କାନପେଇତାଇଶା) |
Location | |
ସ୍ଥାନ | ୧-୧-୧, ଜିଙ୍ଗୁ, ଆତ୍ସୁତା ସାହି ନାଗୋୟା, ଆଇଚି ୪୫୬-୮୫୮୫ |
ଭୌଗଳିକ ଅବସ୍ଥିତି | 35°07′39″N 136°54′30″E |
Architecture | |
Style | ଶିନ୍ମେଜୁକୁରୀ |
Website | |
www | |
Glossary of Shinto |
Close