ଋଷ ବାୟୁ ସେନା
From Wikipedia, the free encyclopedia
ଋଷ ବାୟୁ ସେନା (Russian Air Force) ଋଷ ଏୟାରସ୍ପେସ ବଲର ଏକ ଶାଖା ଅଟେ, ଯେପରି 1 ଅଗଷ୍ଟ 2015 ମସିହାରେ ଋଷ ବାୟୁ ସେନା ଏବଂ ଋଷ ଏୟାର ସ୍ପେସ ରକ୍ଷା ବଳ ସହିତ ବିଲୟ କରିଦିଆ ଯାଇଥିଲା ।[6] ଆଧୁନିକ ଋଷ ବାୟୁ ସେନା ମୂଳତଃ 7 ମଇ 1992 ମସିହାରେ ବୋରିସ ଏଲ୍ତସିନଙ୍କଦ୍ୱାରା ରକ୍ଷା ମନ୍ତ୍ରାଳୟର ନିର୍ମାଣ ପରେ ସ୍ଥାପିତ ହୋଇଥିଲା । ହୁଏତ, ଋଷ ସଙ୍ଘର ବାୟୁ ସେନାଙ୍କୁ ଇମ୍ପିରିୟଲ ଋଷ ବାୟୁ ସେବା (1912-1917) ଏବଂ ସୋବୀୟତ ବାୟୁ ସେନା (1918-1991) ରୂପେ ମଧ୍ୟ ଦେଖା ଯାଇପାରେ ।
Quick Facts ଋଷ ବାୟୁ ସେନାRussian Air ForceВоенно-воздушные силы России Voyenno-vozdushnye sily Rossii, Founded ...
ଋଷ ବାୟୁ ସେନା Russian Air Force Военно-воздушные силы России Voyenno-vozdushnye sily Rossii | |
---|---|
Founded | 7 ମଇ 1992; 31 years ago (1992-୦୫-07) |
Country | ଋଷିଆ |
Branch | ଋଷ ଏୟାର ସ୍ପେସ ବଲ |
Type | ବାୟୁ ସେନା |
Size | 148,000 କର୍ମୀ (2017)[1] |
ମୁଖ୍ୟାଳୟ | ମସ୍କୋ, ଋଷ ସଙ୍ଘ |
March | "ଏୟାର ମାର୍ଚ୍ଚ" ([Авиамарш] Error: {{Lang-xx}}: text has italic markup (help))[2][3][4] |
Anniversaries | 12 ଅଗଷ୍ଟ |
Engagements | ପ୍ରଥମ ଚେଚନ ଯୁଦ୍ଧ ଡାଗେଷ୍ଟନର ଯୁଦ୍ଧ ଦ୍ୱିତୀୟ ଚେଚନ ଯୁଦ୍ଧ ଋଷ ଜର୍ଜିଆଇ ଯୁଦ୍ଧ ସିରିଆଇ ନାଗରିକ ଯୁଦ୍ଧ[5] |
Commanders | |
Current commander | କର୍ଣ୍ଣଲ ଜେନେରାଲ |
Insignia | |
ପତକା | |
ପଦକ | |
ପଦକ (1991–2010) |
Close
ଋଷ ନୌସେନାଙ୍କ ପାଖେ ନିଜର ସ୍ୱତନ୍ତ୍ର ବାୟୁସେନା "ଋଷ ନୌସେନା ବିମାନ" ରହିଛି, ଯାହା ପୂର୍ବ ସୋବୀୟତ ଅବୀୟତିୟା ମୋଏଜେନା-ମାର୍ସକୋଗୋ ଫ୍ଲୋଟା ଅଟେ ।