ଗୋଲାପଜାମୁ
From Wikipedia, the free encyclopedia
ଗୋଲାପଜାମୁ ଭାରତର ଏକ ପାରମ୍ପରିକ ମିଠା ଅଟେ । ଏହା ନରମ ହୋଇଥାଏ ।[1] ଏହାକୁ କେଶର ଏବଂ ଅଳେଇଚ ସ୍ୱାଦର ଶିରାରେ ପ୍ରସ୍ତୁତ କରାଯାଇଥାଏ ।[2] ଏହାକୁ ପ୍ରସ୍ତୁତ କରିବା ପାଇଁ ବଜାରରେ ଏବେ ରେଡିମେଡ ମିଶ୍ରଣ ମିଳୁଛି । କିନ୍ତୁ ଏଥିରୁ ପ୍ରସ୍ତୁତ ଗୋଲାପଜାମୁର ସ୍ୱାଦ ପାରମ୍ପରିକ ସ୍ୱାଦ ହୋଇନଥାଏ । ପାରମ୍ପରିକ ଭାବରେ ଏହାକୁ ଖୁଆର ଉପଯୋଗରେ ଶିରା ସହିତ ପ୍ରସତୁତ କରାଯିଥାଏ।[3]
Quick Facts ଅନ୍ୟ ନାମ, ପରଷା ...
ଅନ୍ୟ ନାମ | Gulab Jaman (Northern India/Pakistan), Lal Mohan (North India/Nepal), Gulabjam/Gulapjam (Eastern India/Bangladesh) |
---|---|
ପରଷା | Dessert |
ମୂଳ ସ୍ଥାନ | Indian subcontinent |
ଅଞ୍ଚଳ ବା ରାଜ୍ୟ | Indian subcontinent, Mauritius, Fiji, southern and eastern Africa, the Caribbean, the Malay Peninsula |
ପରଷିବା ଉତ୍ତାପ | Hot, cold, or room temperature |
ମୁଖ୍ୟ ଉପାଦାନ | Khoa, saffron |
ପ୍ରକାର ଭେଦ | Kala jamun also known as Kalajam |
|
Close