ଜାପାନର ପ୍ରଶାସନିକ ବିଭାଜନ
From Wikipedia, the free encyclopedia
ଜାପାନକୁ ପ୍ରଶାସନିକ ଦୃଷ୍ଟିରୁ ତିନୋଟି ସ୍ତରରେ ବିଭକ୍ତ କରାଯାଇଛି; ଜାତୀୟ, ରାଜ୍ଯ, ଏବଂ ମୁନିସିପାଲୀୟ । ଜାତୀୟ ପ୍ରଶାସନ ତଳେ ୪୭ଟି ରାଜ୍ଯ ଅଛନ୍ତି, ଶାସନର ସୁବିଧା ଦୃଷ୍ଟିରୁ ଏମାନଙ୍କ ଭିତରୁ ଛଅଟିକୁ ଉପରାଜ୍ୟରେ ବିଭକ୍ତ କରାଯାଇଛି । ଜାପାନରେ ମୁନିସିପାଲିଟି (ସହର, ନଗର ଏବଂ ଗ୍ରାମ) ନିମ୍ନସ୍ତରୀୟ ପ୍ରଶାସନ ଅଟନ୍ତି; ଟୋକିଓ ବାହାରେ ଥିବା ଜନସଂଖ୍ୟା ବହୁଳ ସହରଗୁଡିକୁ ନିର୍ଦ୍ଦେଶିତ ସହର କୁହାଯାଏ ଏବଂ ଏଗୁଡ଼ିକ ସାହିରେ ବିଭକ୍ତ ।