ନାଗୋୟା
From Wikipedia, the free encyclopedia
[[Category:Lua error in package.lua at line 80: module 'Module:Pagetype/setindex' not found. with short description]]
Quick Facts ନାଗୋୟା 名古屋, ଦେଶ ...
ନାଗୋୟା
名古屋 | |
---|---|
ମନୋନିତ ସହର | |
ନାଗୋୟା ସହର[1] | |
ଦେଶ | ଜାପାନ |
ଜାପାନର କ୍ଷେତ୍ର | ତୋକାଈ କ୍ଷେତ୍ର |
ଜାପାନର ପ୍ରାନ୍ତ | ଆଇଚୀ ପ୍ରାନ୍ତ |
Government | |
• ମହାପୌର | ତାକାଶୀ କୌବାମୁରା |
Population (2015) | |
• ମନୋନିତ ସହର | ୨୨,୮୩,୨୮୯ ତୃତୀୟ |
• Metro | ୯୧,୦୭,୪୧୪ ତୃତୀୟ |
Time zone | UTC+9 (ଜାପାନ ମାନକ ସମୟ) |
ଦୂରଭାଷା | 052-972-2017 |
Website | www |
[2] |
Close
ନାଗୋୟା (名古屋) ଜାପାନର ଚୂବୁ କ୍ଷେତ୍ରର ସବୁଠାରୁ ବଡ଼ ସହର ଅଟେ । ଏହା ଜାପାନର ତୃତୀୟ ନିଗମ ସହର ଓ ଚତୁର୍ଥ ସବୁଠାରୁ ଅଧିକ ଜନସଂଖ୍ୟା ଯୁକ୍ତ କ୍ଷେତ୍ର ଅଟେ । ଏହା ପ୍ରଶାନ୍ତ ମହାସାଗରର କେନ୍ଦ୍ରୀୟ ହୋନଂଶୁରେସ୍ଥିତ । ଏହା ଆଇଚି ପ୍ରାନ୍ତର ରାଜଧାନୀ ଏବଂ ଟୋକିଓ, ଓସାକା, କୋବୋ, ୟୋକୋହାମା, ଚୀବା ଓ କିତାକ୍ୟୁଶୁ ସହିତ ଜାପାନର ପ୍ରମୂଖ ବନ୍ଦର ମଧ୍ୟରୁ ଏକ ଅଟେ । ଏହା ଜାପାନର ତୃତୀୟ ସବୁଠାରୁ ମହାନଗରୀୟ କ୍ଷେତ୍ରର କେନ୍ଦ୍ର ମଧ୍ୟ ଅଟେ, ଯେପରି ଚୁକ୍ୟୋ ମହାନଗରୀୟ କ୍ଷେତ୍ର ରୂପେ ଜଣାଯାଇଥାଏ । ୨୦୧୫ ପର୍ଯ୍ୟନ୍ତ, ଚୁକ୍ୟୋ ମହାନଗରୀୟ କ୍ଷେତ୍ରର 9.10 ମିଲିୟନ ଲୋକମାନଙ୍କ ମଧ୍ୟରୁ 2.28 ମିଲିୟନ ଲୋକ ଏହି ସହରରେ ରହିଥାନ୍ତି ।[3]