ଭାରତୀୟ ମହିଳା ଜାତୀୟ କ୍ରିକେଟ ଦଳ
From Wikipedia, the free encyclopedia
ଭାରତୀୟ ମହିଳା ଜାତୀୟ କ୍ରିକେଟ ଦଳ, ଯାହାକୁ ଓମେନ୍ ଇନ୍ ବ୍ଲୁ ମଧ୍ୟ କୁହାଯାଏ, ମହିଳା ଅନ୍ତର୍ଜାତୀୟ କ୍ରିକେଟ୍ରେ ଭାରତର ପ୍ରତିନିଧିତ୍ୱ କରିଥାଏ।[9] ଏହା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ଦ୍ୱାରା ପରିଚାଳିତ ଏବଂ ମହିଳା ଟେଷ୍ଟ କ୍ରିକେଟ, ମହିଳା ଦିନିକିଆ ଅନ୍ତର୍ଜାତୀୟ (ଡବ୍ଲୁଡିଆଇ) ଏବଂ ମହିଳା ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ (ଡବ୍ଲ୍ୟୁଟି୨୦) ମାନ୍ୟତା ସହିତ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ସମ୍ପୂର୍ଣ୍ଣ ସଦସ୍ୟ ଅଟେ ।
Nickname(s) | Women in Blue | |||||||||
---|---|---|---|---|---|---|---|---|---|---|
Association | Board of Control for Cricket in India | |||||||||
Personnel | ||||||||||
Captain | Harmanpreet Kaur | |||||||||
Coach | Hrishikesh Kanitkar (acting)[1] | |||||||||
History | ||||||||||
Test status acquired | 1976 | |||||||||
International Cricket Council | ||||||||||
ICC status | Full member (1926) | |||||||||
ICC region | Asia | |||||||||
| ||||||||||
Women's Tests | ||||||||||
First WTest | v West Indies at the M. Chinnaswamy Stadium, Bangalore; 31 October – 2 November 1976 | |||||||||
Last WTest | v Australia at Carrara Stadium, Gold Coast; 30 September – 3 October 2021 | |||||||||
| ||||||||||
Women's One Day Internationals | ||||||||||
First WODI | v England at Eden Gardens, Calcutta; 1 January 1978 | |||||||||
Last WODI | v Bangladesh at Sher-e-Bangla National Cricket Stadium, Mirpur; 22 July 2023 | |||||||||
| ||||||||||
Women's World Cup appearances | 10 (first in 1978) | |||||||||
Best result | Runners-up (2005, 2017) | |||||||||
Women's World Cup Qualifier appearances | 1 (first in 2017) | |||||||||
Best result | Champions (2017) | |||||||||
Women's Twenty20 Internationals | ||||||||||
First WT20I | v England at the County Cricket Ground, Derby; 5 August 2006 | |||||||||
Last WT20I | v Sri Lanka at Zhejiang University of Technology Cricket Field, Hangzhou; 25 September 2023 | |||||||||
| ||||||||||
Women's T20 World Cup appearances | 8 (first in 2009) | |||||||||
Best result | Runner-up (2020) | |||||||||
| ||||||||||
As of 25 September 2023 |
ଭାରତ ୧୯୭୬ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟେଷ୍ଟ ପଦାର୍ପଣ କରିଥିଲା ଏବଂ ୧୯୭୮ ବିଶ୍ବକପରେ ଦିନିକିଆ ପଦାର୍ପଣ କରିଥିଲା।[10]
ଦଳ ୨୦୦୫ରେ ଅଷ୍ଟ୍ରେଲିଆଠାରୁ ୯୮ ରନରେ ଏବଂ ୨୦୧୭ରେ ଇଂଲଣ୍ଡଠାରୁ ୯ ରନରେ ପରାସ୍ତ ହୋଇ ଦୁଇ ଥର ଦିନିକିଆ ବିଶ୍ବକପ୍ ଫାଇନାଲରେ ପ୍ରବେଶ କରିଛି। ୧୯୯୭, ୨୦ ଓ ୨୦୦୯ରେ ଭାରତ ଅନ୍ୟ ତିନୋଟି ଥର ସେମିଫାଇନାଲରେ ପ୍ରବେଶ କରିଛି। ୨୦୨୦ରେ ଅଷ୍ଟ୍ରେଲିଆଠାରୁ ୮୫ ରନରେ ପରାସ୍ତ ହୋଇ ଭାରତ ଟି-୨୦ ବିଶ୍ବକପର ଫାଇନାଲରେ ପ୍ରବେଶ କରିଛି। ଭାରତ ୪ଥର (୨୦୦୯, ୨୦୧୦, ୨୦୧୮ ଓ ୨୦୨୩) ସେମିଫାଇନାଲକୁ ଯୋଗ୍ୟତା ଅର୍ଜନ କରିଛି।
୨୦୧୮ ସଂସ୍କରଣକୁ ବାଦ୍ ଦେଲେ ମହିଳା ଏସିଆ କପର ସମସ୍ତ ସଂସ୍କରଣରେ ଭାରତ ବିଜୟୀ ହୋଇଛି।
୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ରୌପ୍ୟ ପଦକ ଜିତିଥିଲା। ୨୦୨୨ ଏସୀୟ କ୍ରୀଡ଼ାରେ ମଧ୍ୟ ଭାରତ ସ୍ୱର୍ଣ୍ଣ ପଦକ ଜିତିଥିଲା।