ମହାକାଳେଶ୍ୱର ଜ୍ୟୋତିର୍ଲିଙ୍ଗ
ଭାରତର ଏକ ହିନ୍ଦୁ ମନ୍ଦିର / From Wikipedia, the free encyclopedia
ମହାକାଳେଶ୍ୱର , ଭାରତବର୍ଷର ବିଭିନ୍ନ ଅଞ୍ଚଳରେ ଅବସ୍ତିତ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରେ ଅନ୍ୟତମ । ମଧ୍ୟ ପ୍ରଦେଶର ଶିପ୍ରାନଦୀ ତୀରବର୍ତ୍ତି ଉଜ୍ଜୟିନୀ ବା ଧାରାନଗରୀରେ ରୁଦ୍ରସାଗର ହ୍ରଦତୀରରେ ଏହି ମନ୍ଦିର ଅବସ୍ତିତ। ଏଠାରେ ଶିବଲିଙ୍ଗ ସ୍ୱୟଂମ୍ଭୁ ରୂପେ ପରି ପ୍ରକାଶ ହୋଇଥିବା ବିଶ୍ୱାସ କରାଯାଏ ।[1] ଏଠାରେ ମହାକାଳେଶ୍ୱର ଦକ୍ଷିଣମୂଖୀ ହୋଇଥିବାରୁ ,ତାଙ୍କୁ ଦକ୍ଷିଣମୂର୍ତ୍ତି ମଧ୍ୟ କୁହାଯାଏ । [2]
Quick Facts ମହାକାଳେଶ୍ୱର ଜ୍ୟୋତିର୍ଲିଙ୍ଗ, Religion ...
ମହାକାଳେଶ୍ୱର ଜ୍ୟୋତିର୍ଲିଙ୍ଗ | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
Location | |
ସ୍ଥାନ | ଉଜ୍ଜୟିନୀ |
State | ମଧ୍ୟ ପ୍ରଦେଶ |
Country | ଭାରତ |
Close