ରାମକୃଷ୍ଣ ପରମହଂସ
From Wikipedia, the free encyclopedia
ରାମକୃଷ୍ଣ ପରମହଂସ(ବଙ୍ଗଳା: রামকৃষ্ণ পরমহংস) (୧୮ ଫେବୃଆରୀ,୧୮୩୬-୧୬ ଅଗଷ୍ଟ,୧୮୮୬) ପୂର୍ବନାମ ଗଦାଧର ଚଟ୍ଟୋପାଧ୍ୟାୟ । ଉନବିଂଶ ଶତାବ୍ଦୀର ବିଖ୍ୟାତ ଯୋଗୀ,ଦାର୍ଶନିକ ଓ ହିନ୍ଦୁ ଧର୍ମଗୁରୁ । ତାଙ୍କ ପ୍ରଚାରିତ ଧର୍ମୀୟ ଚିନ୍ତାଧାରାରେ ରାମକୃଷ୍ଣ ମିଶନର ପ୍ରତିଷ୍ଠା କରିଥିଲେ ତାଙ୍କର ପ୍ରଧାନ ଶିଷ୍ୟ ସ୍ୱାମୀ ବିବେକାନନ୍ଦ । ଉନବିଂଶ ଶତାବ୍ଦୀର ହିନ୍ଦୁ ନବଜାଗରଣରେ ଉଭୟଙ୍କର ଦାନ ଅତୁଳନୀୟ ।
Quick Facts ରାମକୃଷ୍ଣ ପରମହଂସ, ଧର୍ମ ...
ରାମକୃଷ୍ଣ ପରମହଂସ | |
---|---|
ଧର୍ମ | ହିନ୍ଦୁ |
ଜନ୍ମ ତାରିଖ | (1836-02-18)୧୮ ଫେବୃଆରୀ ୧୮୩୬
|
ଜନ୍ମସ୍ଥାନ | କାମାରପୁକୁର |
ଜନ୍ମ ନାମ | ଗଦାଧର ଚଟ୍ଟପାଧ୍ୟାୟ |
ତିରୋଧାନ | ୧୬ ଅଗଷ୍ଟ ୧୮୮୬(1886-08-16) (ବୟସ ୫୦) |
ତିରୋଧାନ ସ୍ଥାନ | କାଶୀପୁର ଉଦ୍ୟାନ ବାଟୀ ,କଲିକତା |
ଜାତୀୟତା | ଭାରତୀୟ |
ବାଣୀ | ସଂସାର ହେଉଛି ପାଣି, ଆଉ ମନ ହେଉଛି ଦୁଧ । ତାକୁ ଯଦି ପାଣିରେ ଢାଳି ଦେବ , ତା ହେଲେ ଦୁଧ ଓ ପାଣି ମିଶିଯିବ । ଦୁଧକୁ ବସାଇ ସେଥିରୁ ଲହୁଣୀ ବାହାର କରି ସଂସାର - ପାଣିରେ ରଖିଲେ ତାହା ମିଶିବ ନାହିଁ ,ଭାସି ଉଠିବ। [1] |
Close